logo
logo

ମହା ମୃତ୍ୟୁଞ୍ଜୟ ମନ୍ତ୍ର

ଶୁଣନ୍ତୁ ଏବଂ ନିଃଶୁଳ୍କରେ ଡାଉନଲୋଡ଼ ମଧ୍ୟ କରନ୍ତୁ ସାଉଣ୍ଡସ୍ ଅଫ୍ ଇଶା ଦ୍ୱାରା ପରିବେଷିତ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଏକ ଶକ୍ତିଶାଳୀ ପ୍ରସ୍ତୁତି ! ୧୦୮ ଥର ପୁନରାବୃତ୍ତି ହେଉଥିବା ମନ୍ତ୍ରର mp3 ମଧ୍ୟ ଡାଉନଲୋଡ୍ କରନ୍ତୁ ।

ଶୁଣନ୍ତୁ ଏବଂ ନିଃଶୁଳ୍କରେ ଡାଉନଲୋଡ଼ ମଧ୍ୟ କରନ୍ତୁ ସାଉଣ୍ଡସ୍ ଅଫ୍ ଇଶା ଦ୍ୱାରା ପରିବେଷିତ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଏକ ଶକ୍ତିଶାଳୀ ପ୍ରସ୍ତୁତି ! ୧୦୮ ଥର ପୁନରାବୃତ୍ତି ହେଉଥିବା ମନ୍ତ୍ରର mp3 ମଧ୍ୟ ଡାଉନଲୋଡ୍ କରନ୍ତୁ ।

ମହା ମୃତ୍ୟୁଞ୍ଜୟ ମନ୍ତ୍ର ଲିରିକ୍ସ

ॐ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ |
ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍ ||

ମନ୍ତ୍ରର ଅର୍ଥ

ଆମେ ତ୍ରିନେତ୍ରଙ୍କ ପୂଜା କରୁଛେ, ଯିଏ ସୁଗନ୍ଧିତ ଏବଂ ସମସ୍ତଙ୍କର ପୋଷଣ କର୍ତ୍ତା ।
ଯେମିତି ଫଳ ଡେମ୍ଫର ବନ୍ଧନରୁ ମୁକ୍ତ ହୋଇଯାଏ, ସେମିତି ଆମେ ମଧ୍ୟ ମୃତ୍ୟୁ ଏବଂ ନଶ୍ଵରତାରୁ ମୁକ୍ତ ହୋଇଯିବା ।

ମହା ମୃତ୍ୟୁଞ୍ଜୟ ମନ୍ତ୍ର MP3 ଡାଉନଲୋଡ଼

ମହା ମୃତ୍ୟୁଞ୍ଜୟ ମନ୍ତ୍ର ଡାଉନଲୋଡ଼ କରନ୍ତୁ (108 ପୁନରାବୃତ୍ତି )

ଡାଉନଲୋଡ଼

 

Sadhguru Offers Tools to enhance your Immunity, Exuberance and Inner BalanceExplore Now

    Share

Related Tags

ଶିବ ସ୍ତୋତ୍ର

Get latest blogs on Shiva

Related Content

ଶିବ ପଞ୍ଚାକ୍ଷର ସ୍ତୋତ୍ର - ଲିରିକ୍ସ ଏବଂ ଅର୍ଥ