logo

ଶିବଙ୍କ କାହାଣୀ ସବୁ

ଶିବଙ୍କ ଗଳ୍ପ ଗୁଡିକ ଶ୍ରୁତି ମାଧ୍ୟମରେ ପ୍ରଗାଢ ଯୋଗ ବିଦ୍ୟା ପ୍ରଦାନ କରିଥାଏ । ସଦ୍‌ଗୁରୁ ଏହି ଗଳ୍ପ ଗୁଡିକ ତାଙ୍କର ସ୍ୱୀୟ ଅନବଦ୍ୟ ଶୈଳୀରେ ପୁନର୍ଜୀବିତ କରି, ମନ୍ତ୍ରମୁଗ୍ଧ କରିଦେବା ସହ ଜ୍ଞାନ ପ୍ରଦାନ ମଧ୍ୟ କରିଥାନ୍ତି ।