logo

ଶିବ ଆଉ ପାର୍ବତୀ

ପଢନ୍ତୁ ଶିବ ପାର୍ବତୀ ଙ୍କ ଲୋକପ୍ରିୟ କାହାଣୀ ସବୁ, ତାଙ୍କ ବିଚିତ୍ର ବାହାଘର ଠାରୁ ଆରମ୍ଭ କରି କିପରି ଥରେ କାଳୀ ଶିବଙ୍କ ଜୀବନ ନେଲେ ଏବଂ ଏପରି ଅନେକ କଥା, ଏବଂ ଏହି ଲୋକକଥା ଓ କାହାଣୀ ସବୁ ଆମକୁ କ'ଣ ଶିକ୍ଷା ଦେବାକୁ ଚେଷ୍ଟା କରୁଛି ।