logo

ଶିବ ସ୍ତୋତ୍ର

ଏଗୁଡିକ ମନ୍ତ୍ର ସମୂହ ର ଏକ ପାରମ୍ପରିକ ତଥା ଚମତ୍କାରୀ ସଂକଳନ ଯାହା ଯୋଗ ସମ୍ପ୍ରଦାୟ ରେ ସହସ୍ର ବର୍ଷ ଧରି ଚାଲି ଆସିଛି, ଏହି ସ୍ୱର୍ଗୀୟ ଧ୍ୱନି ଗୁଡିକ ଏକ ଅଧ୍ୟାତ୍ମ ଅନ୍ୱେଷୀ ଭିତରେ, ଗଭୀର ଆଲୋଡନ ସୃଷ୍ଟି କରି, ଭକ୍ତି ଭାବ ଜାଗ୍ରତ କରାଇଥାଏ ।