logo

ଶିବ ଏବଂ ଆପଣ

ସଦ୍‌ଗୁରୁ ବ୍ୟାଖ୍ୟା କରୁଛନ୍ତି ଯେ କାହିଁକି ୧୫,୦୦୦ ବର୍ଷ ପୂର୍ବର  ଆଦିଯୋଗୀ ଏବଂ ସେ ମାନବିକତାକୁ ଦେଇଥିବା ଆତ୍ମ-ରୂପାନ୍ତରଣର ସାଧନ ଗୁଡ଼ିକ ଆଜିର ଦୁନିଆରେ ଅତ୍ୟନ୍ତ ପ୍ରାସଙ୍ଗିକ